କୋରାପୁଟ କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗ । ତିନୋଟି ପଞ୍ଚାୟତ ତଥା ଫଗୁଣସିନେରୀ,ଫାଟୁସିନେରୀ ଓ ଗଂଜେଇପଦର ପଞ୍ଚାୟତ ଭୋଟ ହୋଇଥିଲା । ଫଗୁଣସିନେରୀ ପଞ୍ଚାୟତ ନିମନ୍ତେ ନିଦ୍ୱନ୍ଦରେ ମନୋନୀତ ହୋଇଛନ୍ତି କୁନେଟି କୁସୁମା, ଗଂଜେଇପଦର ପଞ୍ଚାୟତରେ ମୋନାନୀତ ହୋଇଛନ୍ତି ଦିବାକର ଗେମେଲ ଏବଂ ଫାଟୁସିନେରୀ ପଞ୍ଚାୟତ ପାଇଁ ସିଦିରପୁ କାମୀ ବିଜୟ ହାସଲ କରିଛନ୍ତି ....
#ArgusNews #Koraput #PanchayatElection #AndhraPradesh
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app