ନୂଆ ଚାଲ ଖେଳିବା ଆରମ୍ଭ କରିଦେଇଛି ଗ୍ୟାଙ୍ଗଷ୍ଟର୍ ମୁଖ୍ତାର ଅନ୍ସାରୀ ।ଜେଲ ଆଖପାଖରେ ବିଛାଇଛି କୁଖ୍ୟାତ୍ ଅପରାଧି ଏବଂ ସାର୍ପସୁଟରଙ୍କ ନେଟୱାର୍କ । ୟୂପିର ବାନ୍ଦା ଜେଲରେ ରହି ଆଇନ ଆଖିରେ ଧୂଳି ଦେବାକୁ ଚେଷ୍ଟା କରୁଛି ମାଫିଆ ଡନ୍ ।ଡନ୍ର ଯୋଜନା ପଣ୍ଡ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛି ୟୂପି ପୋଲିସ...
#ArgusNews #National #UnderWorldDon #Gangster #Police