ଫାଣ୍ଡିରେ ଜମୁଛି ତାସ ଆସର । ଗେଟ୍ ପଡିଛି ତାଲା....ଆଉ ଭିତରେ ଚାଲିଛି ପାଲା । ଆମେ କହୁଛୁ ସାତପଡା ପାଣ୍ଡି କଥା । ଡ୍ୟୁଟିରେ ଥିବା କର୍ମଚାରୀ କାମ ଛାଡି ମାତିଛନ୍ତି ତାସ ଖେଳରେ ଆଉ ଯାହାର ଭିଡିଓ ହେଉଛି ଭାଇରାଲ୍.....
#ArgusNews #Odisha #Puri #Satapada #Police_Station #Game #viralvideo