ଜଳବାୟୁ ପରିବର୍ତ୍ତନ ବିଶ୍ବ ପାଇଁ ବଡ ଚ୍ୟାଲେଞ୍ଜ । ଏହାସହ ଲଢିବାକୁ ଆମର ବ୍ୟବହାରରେ ପରିବର୍ତ୍ତନ ଜରୁରୀ । କେମ୍ବ୍ରିଜ ଏନର୍ଜି ରିସର୍ଚ୍ଚ ଆସୋସିଏଟ୍ ( ସେରା) ପକ୍ଷରୁ ଆୟୋଜିତ ଗ୍ଲୋବାଲ୍ ଏନର୍ଜି ଏବଂ ଏନଭାରମେଣ୍ଟ ଲିଡରସିପ୍ ଆୱାର୍ଡରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ...
#ArgusNews #PM_Modi #Cera_Week_Global_Energy #DharmendraPradhan