#କୋଭିଡ_ପରିଚାଳନାରେ_ମୋଦୀ_ଶାହା
ଅକ୍ସିଜେନ ଆବଶ୍ୟକତା ଅଭିଯାନରେ ସିଧାସଳଖ ସାମିଲ ହେଲେ ମୋଦି-ଶାହା.. PM ବ୍ୟକ୍ତିଗତ ଭାବରେ ଅକ୍ସିଜେନ ଉତ୍ପାଦନ ଓ ଯୋଗାଣ ବଢାଇବା ପାଇଁ ଆରମ୍ଭ କଲେ ଉଦ୍ୟମ....200 ପୃଷ୍ଠା ଆଫିଡେଭିଟରେ କୋର୍ଟକୁ ଦେଲେ ପ୍ରତିଶୃତି....
#ArgusNews #National #Oxygen_Supply Narendra Modi Amit Shah #MaskUpOdisha #MaskPehenLoIndia