ଲକଡାଉନ୍ ସମୟରେ ଦେଶର ଅର୍ଥନୀତି ଭୁଷୁଡି ପଡିଥିଲା
କେବଳ ଭାରତ ସରକାର ଟ୍ୟାକ୍ସ କଲେକ୍ସନ କରୁନାହାଁନ୍ତି ଶ୍ରୀମତି ସୋନିାଆ ଗାନ୍ଧୀ ଏବଂ ତାଙ୍କ ଦଳର ଶାସନ ରାଜ୍ୟମାନଙ୍କଗୁଡିକରେ ମଧ୍ୟ ଭଲ ପରିମାଣରେ ଟ୍ୟାକ୍ସ କଲେକ୍ସନ କରାଯାଉଛି ବୋଲି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ.....
#ArgusNews #National #Asam Dharmendra Pradhan
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app