ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସରେ ଏବେ ଘନେଇଛି ଆର୍ଥିକ ସଙ୍କଟ । ଏପରିକି କିଛି ରାଜ୍ୟରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ଖର୍ଚ୍ଚ ତୁଲେଇବାକୁ କୁଳଉ ନାହିଁ ପାଣ୍ଠି । ଦଳ ପ୍ରତି ଭୋଟରଙ୍କ ସମର୍ଥନ କମିବା ସହିତ ବଢ଼ିବାରେ ଲାଗିଛି ଆର୍ଥିକ ସଙ୍କଟ । ୨୦୧୪ରେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟରୁ କ୍ଷମତା ହରେଇବା ସହିତ ଏହି ସଙ୍କଟ ଅଧିକ ହେବାରେ ଲାଗିଛି.....
#ArgusNews #National #Congress #Finacial_Problem