ଉତ୍ତରାଣ୍ଡରେ କାହିଁକି ହେଉଛି ହିମସ୍ଖଳନ?
ବର୍ଷ 2013ରେ କେଦାରନାଥରେ ତାଣ୍ଡବ ରଚିଥିଲା ପ୍ରକୃତି । ମାଟିରେ ଲୋଟିଥିଲେ ହଜାର ହଜାର ପର୍ଯ୍ୟଟକ। ଲଗାତାର ହିମସ୍ଖଳନ ଆଉ ତାପରେ ଆକସ୍ମିକ ବନ୍ୟା ସୈାନ୍ଦର୍ଯ୍ୟର ସ୍ବର୍ଗକୁ ଧ୍ବସ୍ତବିଧ୍ବସ୍ତ କରିଦେଇଥିଲା। ଅଧିକାଂଶ ହିମସ୍ଖଳନ ବସନ୍ତର ବର୍ଷା,ଶୁଖିଲା ପବନ,ବାଦଲର ଗର୍ଜନ,ମନୁଷ୍ୟକୃତ ଧମାକା,ତୋପର ଗର୍ଜନ ପରେ ହିଁ ହୋଇଥାଏ । କିନ୍ତୁ ଜଳବାୟୁ ପରିବର୍ତ୍ତନ ହିମସ୍ଖଳନର ସବୁଠୁ ବଡ଼ କାରଣ....
#ArgusNews #National #Uttarakhand #Chamuli
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app