ମମତାଙ୍କ ଅଡ଼ିଓ ବାର୍ତାଳାପ ଭାଇରାଲ ହେବାର ଗୋଟିଏ ଦିନ ପରେ ଘଟଣାକୁ ସ୍ୱୀକାର କରିଛି ଟିଏମସି । ଅର୍ଥାତ୍ ମମତା ଏପ୍ରିଲ ୧୦ ତାରଖ ଦିନ କୁଚବିହାର ନିର୍ବାଚନୀ ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଶବକୁ ନେଇ ଯେଉଁ ରାଲି କରିବା କଥା କହିଛନ୍ତି ତାହା ସତ....
#ArgusNews #National #West_Bengal #TMC #Viral_Video