୨ ଦିନ ପାଇଁ ବନ୍ଦ ହେଲା ଆରଡ଼ିରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର, ଜଣେ ସେବାୟତ ପଜିଟିଭ
ଦ୍ୱିତୀୟ ଡୋଜ କୋରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ଏମସରେ ପ୍ରଧାନମନ୍ତ୍ରୀଙ୍କୁ ନେଇଛନ୍ତି ଭ୍ୟାକସିନ୍ । ଗତ ମାର୍ଚ୍ଚ 1ରେ ପ୍ରଥମ ଡୋଜ୍ କୋରୋନା ଟିକା ନେଇଥିଲେ ମୋଦି ...
#ArgusNews #PrimeMinister #PMModi #CoronaVaccine