ମୋଦି ବ୍ରିଗେଡରେ ସାମିଲ ହେଲେ ଡିସ୍କୋ ଡ୍ୟାନ୍ସର୍ । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମେଗାଷ୍ଟାର ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ସାମିଲ ହୋଇଛନ୍ତି । ମୋଦୀଙ୍କ ବ୍ରିଗେଡ ଗ୍ରାଉଣ୍ଡ ରାଲିରେ ସାମିଲ ହୋଇ ସେ ବିଧିବଦ୍ଧଭାବ ବିଜେପିରେ ଯୋଗ ଦେଇଛନ୍ତି....
#ArgusNews #National #WestBengal #PM #BJP #MithunChakraborty