#ଚର୍ଚ୍ଚାରେ_କୁବୈତର_ଏଡଲିନ_କୈଷ୍ଟେଲିନୋ...
ଏଡଲିନ ମୁକୁଟ ଜିତି ନାହାନ୍ତି ସତ, ହେଲେ ପିଜେଣ୍ଟରେ ଲକଡାଉନ ବାବଦରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଜିତିଥିଲେ ବିଚାରକଙ୍କ ହୃଦୟ...ଯାହାକୁ ନେଇ ସୋସିଆଲ ମିଡିଆରେ ଏଡଲିନଙ୍କର ଖୁବ୍ ତାରିଫ କରାଯାଉଛି...
#ArgusNews #ArgusNewsTv #international#MissDivaUniverse2020 #AdlineCastelino #Indian_Model