ବେଙ୍ଗଲରେ ଦମ ଦେଖାଉଛି ବିଜେପି । ଆଜି ଦ୍ବିତୀୟ ଦିନରେ ବି ଦିଦିଙ୍କ ଉପରେ ବର୍ଷିଛନ୍ତି ଶାହ । 200+ ସିଟ ସହ ପଶ୍ଚିମବଙ୍ଗରେ ଫୁଟିବ ପଦ୍ମ । ଏଭଳି କିଛି ଦାବି ଭିତରେ ଟିଏମସିର ଗଡ଼ରେ ରୋଡ୍ ସୋ କରିଛନ୍ତି ଗୃହମନ୍ତ୍ରୀ । ମିଶନ ବେଙ୍ଗଲ ପାଇଁ ମାସକୁ 7 ଦିନ ରାଜ୍ୟରେ ରହିବେ ବୋଲି କହିଛନ୍ତି ଅମିତ ଶାହ......
#ArgusNews #Odisha #West_Bengal #BJP
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app