ଜାମ୍ମୁକାଶ୍ମୀରରେ ଅ।ଗକୁ ଅ।ସୁଛି ଡିଡିସି ନିର୍ବାଚନ । ନିର୍ବାଚନରେ ଭାଗ ନେବା ପାଇଁ ଖୁବ୍ ଜୋରରେ ଲାଗିପଡିଛନ୍ତି ଗୁପକାର ଗ୍ୟାଙ୍ଗ୍ । ତେବେ ଏହି ଗ୍ୟାଙ୍ଗର ରାଜନୈତିକ ସ୍ଵପ୍ନକୁ ଏବେ ଦୁଃସ୍ଵପ୍ନରେ ପରିଣତ କରିଛି ରୋଶନି ଲ୍ୟାଣ୍ଡ ସ୍କାମ୍ । ସ୍କାମରେ 25 ହଜାର କୋଟି ଟଙ୍କାର ଜମି ହଡପ କରିଥ୍ବାରୁ ଏହାକୁ କୁହାଯାଉଛି ଦେଶର ସବୁଠୁ ବଡ ଲ୍ୟାଣ୍ଡ ସ୍କାମ୍
#ArgusNews #NationalNews #Jammukashmir #Roshni_Land_Scam