ଅନଲାଇନ୍ରେ ବିଭିନ୍ନ ଗେମ୍ ଖେଳୁଥିବା ଦେଶର ଯୁବ ଗେମ୍ ଲଭରଙ୍କ ପାଇଁ ଶୁଭ ଖବର । ସବୁ ଅପେକ୍ଷାର ଅନ୍ତ ଘଟେଇ ଲଂଚ ହେଲା ସମ୍ପୂର୍ଣ୍ଣ ଭାବରେ ଦେଶ ଭିତରେ ପ୍ରସ୍ତୁତ ମଲ୍ଟିପ୍ଲେୟାର୍ ଆକ୍ସନ ଗେମ୍ ଫୌଜି ବା ଫିୟରଲେସ୍ ଆଣ୍ଡ୍ ୟୂନାଇଟେଡ଼୍ ଗାର୍ଡ଼ । ୭୨ ତମ ସାଧାରଣ ତନ୍ତ୍ର ଦିବସ ଅବସରରେ ଏହାର ମୁଖ୍ୟ ଉଦ୍ୟୋକ୍ତା ବଲିଉଡ଼୍ ଷ୍ଟାର ଅକ୍ଷୟ କୁମାରଙ୍କ ଦ୍ୱାରା ଲଂଚ କରାଯାଇଛି ଏହି ଗେମ୍ ...
#ArgusNews #Fau_G_Launched #Game
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app