ନିଜର ଏକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଆରମ୍ଭ କରିବେ ଡୋନାଲ୍ଡ ଟ୍ରମ୍ପ୍....କୋଟି କୋଟି ଲୋକଙ୍କ ପାଖରେ ପହଁଚିବାକୁ ଲକ୍ଷ୍ୟ....ପୂର୍ବରୁ ଟ୍ୱିଟର, ଫେସବୁକ୍ ଏବଂ ଅନ୍ୟ ପ୍ଲାଟଫର୍ମରୁ ବିତାଡ଼ିତ ହୋଇ ସାରିଛନ୍ତି ଟ୍ରମ୍ପ୍....କ୍ୟାପିଟଲ୍ ହିଲ୍ ହିଂସା ପରେ ଅଚଳ କରା ଯାଇଥିଲା ଆକାଉଣ୍ଟ....
#ArgusNews #National #America Donald J. Trump #Social_Account