ଗୋଟିଏ ଭୁଲ ପାଇଁ ଯଦି ୧୦ ବିଲିୟନ ଆମେରିକୀୟ ଡଲାର ବା ଭାରତୀୟ ମୂଦ୍ରାରେ ୭୪ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡ଼େ ତାହେଲେ ଜୀବନରେ ସବୁକିଛି ସରିଗଲା ବୋଲି କୁହାଯାଇ ପାରେ । ତେବେ ଏତେ ଟଙ୍କାର କ୍ଷତି ସହି ମଧ୍ୟ ତାକୁ ବେଶ୍ ହାଲ୍କା ଭାବରେ ନେଇଛନ୍ତି ବିଶ୍ୱର ଅନ୍ୟତମ ବଡ଼ ଧନୀ ବ୍ୟବସାୟୀ ତଥା ସବୁଠୁଁ ବଡ଼ ନିବେଶକ ଆମେରିକାର ୱାରେନ୍ ବଫେଟ୍....
#ArgusNews #National #American_Dolars #Financial_Loss