ମମତା ବାନାର୍ଜୀ ଶାସିତ ପଶ୍ଚିମବଙ୍ଗରେ ବିଜେପି ତରଫରୁ ଜେପି ନଡ୍ଡା ଗୁରୁବାର ଦିନ 'ଲୋକୋ ସୋନାର ବଙ୍ଗଳା' ଅଭିଯାନ ଆରମ୍ଭ କରିଛନ୍ତି ...ସ୍ବାମୀବିବେକାନନ୍ଦ, ରବୀନ୍ଦ୍ରନାଥ ଟାଗୋର, ବଂକିମ ଚନ୍ଦ୍ର ଚାଟାର୍ଜୀ, ନେତଜୀ ସୁଭାଷ ଚନ୍ଦ୍ର ବୋଷ, ପ୍ରସାଦ ମୁଖାର୍ଜୀ, ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଅବଦାନକୁ ମନେ ପକାଇଲେ
#ArgusNews #westbengal #JPNadda
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app