ଇମ୍ରାନ୍ ଖାନ୍ଙ୍କ ଶାସନ କାଳରେ ଦେଶରେ ବିଗିଡ଼ିଛି ଅର୍ଥନୀତି । ଦରଦାମ୍ ବୃଦ୍ଧି, ଖରାପ ସ୍ୱାସ୍ଥ୍ୟସେବା,
ଶାସନରେ ସେନାର ହସ୍ତକ୍ଷେପ ଅଡ଼ୁଆରେ ପକାଇଛି । ଇମ୍ରାନଙ୍କୁ ଉଭୟ ସରକାର ଓ ସେନା ବିରୋଧରେ ଏକାଠି ହୋଇଛନ୍ତି ବିରୋଧିଦଳ ରାସ୍ତାକୁ ଓହ୍ଲାଇଛନ୍ତି ସାଧାରଣ ଜନତା, ମୁହାଁମୁହିଁ ପରିସ୍ଥିତିରେ ପୁଲିସ ଆଉ ସେନା ....
#ArgusNews #Civil_War_In_Pakistan