ହାଜତ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏଣିକି ଦେଶର ସବୁ ଥାନାରେ ଲାଗିବ ସିସିଟିଭି । ସିବିଆଇ, NIA, ଇଡିରେ ସିସିଟିଭି ଲାଗିବା ବାଧ୍ୟତାମୂଳକ । ହାଜତର ପ୍ରବେଶ ଓ ପ୍ରସ୍ଥାନ ପଥ ଉପରେ ନଜର ରଖିବ ସିସିଟିଭି....
#ArgusNews #ArgusUpdate #Odisha #Supreme_court #Jail #CCTV