କରୋନାରେ ସୁସ୍ଥ ହୋଇଥିବା ଲୋକ ମଧ୍ୟ ନିଜ ଶରୀରରେ ଅସୁସ୍ଥତା ଅନୁଭବ କରୁଛି। ଦେହ ଦୁର୍ବଳ ଲାଗିବା, ଏହା ସହ କରୋନା ଭୂତାଣୁ ମସଲ୍ସ ମଧ୍ୟ ପ୍ରଭାବ ପକାଉଛି। ଏସବୁର ଉପଚାର ପାଇଁ ବାବା ରାମଦେବ କେତେଗୁ଼ିଏ ଘରୋଇ ଚିକିତ୍ସା ସହ ଯୋଗ, ପ୍ରାଣାୟମ କଥା କହିଛନ୍ତି....
#ArgusNews #Odisha #Ramdev_Baba #Yoga_Guru #Corona