ଟ୍ୱିଟରକୁ ଟକ୍କର ଦେବ ‘କୁ’
ଟ୍ୱିଟରକୁ କେନ୍ଦ୍ରମନ୍ତ୍ରୀଙ୍କ କଡ଼ା ଚେତାବନୀ । ଭାରତରେ କୌଣସି ସୋସିଆଲ ମିଡ଼ିଆ ସାଇଟ୍କୁ ଡବଲ୍ ଷ୍ଟାଣ୍ଡାର୍ଡ଼ ଆଚରଣ ପାଇଁ ଅନୁମତି ଦିଆଯିବନି । ଟ୍ୱିଟର, ଫେସବୁକ୍, ଲିଙ୍କେଡ୍ଇନ୍, ହ୍ୱାଟ୍ସ ଆପ୍ ଭଳି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଗୁଡ଼ିକର ଭୁଲ ଉପଯୋଗ କରାଗଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଂସଦରେ ପ୍ରକାଶ କରିଛନ୍ତି ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ.....
#ArgusNews #National #Social_Media #Twitter #Koo #Ravishankarprasad
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app