#ଆସାମକୁ_ମିଳିଲା_ନୂଆ_ମୁଖ୍ୟମନ୍ତ୍ରୀ !
ଭାରତର ଉତ୍ତର-ପୂର୍ବାଚଂଳ ରାଜ୍ୟ ଆସାମକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ...ରାଜ୍ୟର ୧୫ତମ ମୁଖ୍ୟମନ୍ତ୍ରୀ...ଭାବରେ ଶପଥ ଗ୍ରହଣ କଲେ ବିଜେପିର ହିମନ୍ତ ବିଶ୍ବଶର୍ମା...ହିମନ୍ତଙ୍କ ସହ ଶପଥ ନେଲେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ...
#ArgusNews #Assam #CM #New_Chief_Minister #BJP #Cabinet_Minister