ଦିଦିଙ୍କୁ ଲାଗିଲା ଝଟ୍କା । ମମତା ଦିଦିଙ୍କ ହାତ ଛାଡ଼ିଲେ ଦିନେଶ ତ୍ରିବେଦୀ । ଟିଏମ୍ସିର ରାଜ୍ୟସଭା ପଦରୁ ଦେଲେ ଇସ୍ତଫା । ପଶ୍ଚିମବଙ୍ଗରେ ଟିଏମସିର ରାଜନୀତିକୁ ନେଇ ଅସନ୍ତୁଷ୍ଟ ।ଦଳରେ ଶ୍ୱାସରୁଦ୍ଧ ହୋଇ ପଡ଼ିଥିବା କହିଲେ ଦିନେଶ ।ଖୁବ୍ ଶିଘ୍ର ବିଜେପିରେ ଯୋଗ ଦେବା ନେଇ କଳ୍ପନା ଜଳ୍ପନା....
#ArgusNews #Trinamool #MamataDidi #BhartiyaJantaParty
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app