ଏପଟେ ଭୋଟିଂ ସେପଟେ ବୋମିଂ । ଥମୁନି ବେଙ୍ଗଲରେ ନିର୍ବାଚନୀ ହିଂସା । ଭୟ ମଧ୍ୟରେ ବୁଥ ମୁହାଁ ଭୋଟର । ଷଷ୍ଠ ପର୍ଯ୍ୟୟ ମତଦାନ ପାଇଁ ବୁଥ ମୁହାଁ ବେଙ୍ଗଲ ଭୋଟର । ଏପଟେ ମମତାଙ୍କ ରାଜ୍ୟ କିନ୍ତୁ ଥମୁନି ନିର୍ବାଚନୀ ହିଂସା । 2 ସପ୍ତାହ ମଧ୍ୟରେ ପୁଣି ଥରେ ବଙ୍ଗ ଦେଖିଲା ହିଂସାତ୍ମକ ପରିସ୍ଥିତି....
#ArgusNews #National #West_Bengal #Voting #Bombing #Election