କରୋନା ଭ୍ୟାକସିନ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବଡ ଯୋଜନା । 130 କୋଟି ଦେଶବାସୀଙ୍କୁ କୋଭିଡ 19 ଭ୍ୟାକସିନ ଦେବାପାଇଁ ଭାରତ ସରକାରଙ୍କ ତରଫରୁ କରାଯାଇଛି 50 ହଜାର କୋଟି ଟଙ୍କାର ବ୍ୟବସ୍ଥା । ପ୍ରତି ଲୋକ ପିଛା 385 ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି ....
#ArgusNews #Corona_Vaccine #IndiaGovt_Declares