ନିଜ ଦେଶରେ ଆଶ୍ରୟ ଦେଇଥିବା ଆତଙ୍କବାଦୀଙ୍କ ଯୋଗୁଁ ଏବେ ପାକିସ୍ତାନ ପାଇଁ ସୃଷ୍ଟି ହୋଇଛି ମୁହଁ ଲୁଚେଇବା ଭଳି ପରିସ୍ଥିତି । ପୂର୍ବରୁ ଆମେରିକା ଓ ଭାରତ ପାକିସ୍ତାନ ସୀମା ଭିତରେ ପଶି ସର୍ଜିକାଲ ଷ୍ଟ୍ରାଇକ୍ କରିବା ପରେ ଏବେ ସେହି କାମ କରିଛି ଇରାନ୍ । ପାକିସ୍ତାନ ମାଟିରୁ ଆତଙ୍କବାଦୀଙ୍କ କବଳରୁ ଛଡ଼େଇ ଆଣିଛି ନିଜର ଦୁଇ ଜଣ ସୈନ୍ୟଙ୍କୁ.... #ArgusNews #National #Iran #Surgical_Strike