#କଂଗ୍ରେସର_ଭାକ୍ସିନି_ପଲିଟିକ୍ସ...
ମହାମାରୀ ସମୟରେ କଂଗ୍ରେସ ଚଳାଇଛି ଭାକ୍ସିନି ପଲିଟିକ୍ସ...ମୋଦି ଭାରତୀୟ ଟିକା ନିର୍ମାତା କମ୍ପାନୀଙ୍କୁ ଅଧିକ ମୁନାଫା ଦେଉଛନ୍ତି ବୋଲି କରୁଛି ଅପପ୍ରଚାର...ସେରମ୍ର ଭାକ୍ସିନ ମୁଲ୍ୟକୁ ନେଇ ସୃଷ୍ଟି କରୁଛି ମିଛ ଧାରଣା...
#ArgusNews #National #Congress #Vaccine #Corona