ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ଭବ୍ୟ ଶ୍ରୀରାମ ଜନ୍ମ ଭୂମି ମନ୍ଦିରର ନକ୍ସାକୁ ଆଜି ପାରିତ କରିଦିଆଯାଇଛି । ଅଯୋଧ୍ୟା ବିକାଶ ପ୍ରାଧିକରଣ ବୋର୍ଡର ବୈଠକରେ ସର୍ବସମ୍ମତିରେ ଏହି ନକ୍ସାକୁ ପାସ କରିଦିଆଯାଇଛି । 2ଲକ୍ଷ74 ହଜାର 110 ବର୍ଗ ମିଟର ଓପନ ଏରିଆ ଓ ପାଖାପାଖି 13ହଜାର ବର୍ଗ ମିଟର କଭରଡ୍ ଏରିଆ ପାଇଁ ଏହି ନକ୍ସାକୁ ପାସ କରାଯାଇଛି ...
#ArgusNews #Ayodhya #RamMandir