ଇତିହାସ ପାଲଟିବାକୁ ଯାଉଛି ଦେଶର ପ୍ରଥମ ମିଲିଟାରୀ ଫାର୍ମ ହାଉସ୍ । ସରକାରୀ ଭାବରେ ସବୁଦିନ ପାଇଁ ବନ୍ଦ ହୋଇଯାଇଛି ୧୩୨ ଧରି ସେବା ଯୋଗାଇ ଆସୁଥିବା ଏହି ଫାର୍ମ । ୟୂପିର ଆହ୍ଲାବାଦ ବା ବର୍ତ୍ତମାନର ପ୍ରୟାଗରାଜରେ ୧୮୮୯ ମସିହାରେ ବ୍ରିଟିଶ ଶାସକଙ୍କ ଦ୍ୱାରା ପ୍ରତିଷ୍ଠା କରା ଯାଇଥିଲା ଦେଶର ପ୍ରଥମ ମିଲିଟାରୀ ଫାର୍ମ ହାଉସ୍....
#ArgusNews #National #Uttar_Pradesh #Military_Farm_House