ଇଛାଥିଲା ହୋଇଥାନ୍ତେ ସେ ସୁପର କପ୍ । ମାତ୍ର ଶେଷକୁ ପାଲଟିଗଲେ ସୁପର ଫ୍ଲପ୍ । ଫସର ଫାଟିଗଲା ସବୁ ଯୋଜନା । ଏବେ ହାଜତର ଏନ୍କ୍ଲୋଜର ଭିତରେ ଏନ୍କାଉଂଟର୍ ସ୍ପେଷାଲିଷ୍ଟ୍ । ରାତାରାତି ନାଁ କମେଇବାର ନିଶା ମୁମ୍ବାଇ ପୁଲିସର ଅଧିକାରୀ ସଚିନ୍ ବାଜେଙ୍କୁ ଏବେ ଦେଖାଇଛି ହାଜତର ରାସ୍ତା...
#ArgusNews #National #police #Supercop #mumbai