କଂଗ୍ରେସ ଡରାଇଲା, ଶିବସେନା ଡରିଲା । କଂଗ୍ରେସ ଚାପରେ ଚେପା ଉଦ୍ଧବ ସରକାର । ରାଜ୍ୟରେ ଚାଷୀଙ୍କ ହିତ ସହ ଚାଳିଛି ଖେଳ । ଅଗଷ୍ଟର ନିର୍ଦ୍ଦେଶକୁ ପ୍ରତ୍ୟାହର କଲା ମହାରାଷ୍ଟ୍ର ସରକାର । ନିକଟରେ ସଂସଦରେ ଐତିହାସିକ କୃଷି ବିଲ ପାରିତ ହୋଇଛି । ଏହି କୃଷି ବିଲରେ ଚାଷୀ ହିତକୁ ନଜରରେ ରଖି ଅନେକ ସଂଶୋଧନ କରାଯାଇଛି ....
#ArgusNews #Maharastra_Politics #Congress