ନୂଆ ଭାରତର, ନୂଆ ଟିକସ ସିଷ୍ଟମ । ଏକବିଂଶ ଶତାବ୍ଦୀର ଟ୍ୟାକ୍ସ ସିଷ୍ଟମର ଆରମ୍ଭ । ଫେସଲେସ ଆସେସମେଣ୍ଟ- ଫେସ ଲେସ ଅପିଲ ଏବଂ ଟ୍ୟାକ୍ସ ପେୟର୍ସ ଚାର୍ଟର ବଡ ଶୋଂସଧନ କରିଛନ୍ତି ଭାରତ ସରକାର । ଦେଶର ଟିକସ ଦାତାଙ୍କୁ ଅଧିକ ପ୍ରୋତ୍ସାହିତ କରିବାକୁ ଟିକସ ପ୍ରଦାନ ବ୍ୟବସ୍ଥାରେ ସୁଧାର ଆଣିଛନ୍ତି ମୋଦି ସରକାର...
#TheArgus #PM_Modi #New_Tax_System