ତୈଳ ଦରକୁ ନେଇ ରାଜ୍ୟସଭାରେ ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆନ୍ତର୍ଜାତିକ ପ୍ରାଇସିଂ ମେକାନିଜିମ ଦ୍ବାରା ପରିଚାଳିତ ହେଉଛି ପେଟ୍ରୋଲିୟମ ପ୍ରଡକ୍ଟର ଦର । ଭାରତର ଚାହିଦା ପୂରଣ ପାଇଁ ଦେଶକୁ 85 ପ୍ରତିଶତ ଅନ୍ୟ ଦେଶରୁ କିଣିବାକୁ ପଡ଼ୁଛି । ଯଦି ଆନ୍ତର୍ଜାତିକ ମାର୍କେଟରେ ଦର ବୃଦ୍ଧି ହୁଏ ତେବେ ଭାରତରେ ମଧ୍ୟ ଏହାର ପ୍ରଭାବ ପଡ଼େ । ସେହିପରି ମାର୍କେଟରେ ଦର ହ୍ରାସ ହେଲେ ଭାରତରେ ମଧ୍ୟ ଦାମ କମିଥାଏ ....
#ArgusNews #DharmendraPradhan #PetrolPrice #India
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app