ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶାସନିକ ଶକ୍ତି ବଢାଇବା ପାଇଁ ଦେଶର ପ୍ରଭାବଶାଳୀ ଅଫିସର ତାଲିକାରେ ୩ ଓଡ଼ିଆଙ୍କ ଚମକ ଦେଖିବାକୁ ମିଳିଛି । ଜାତୀୟ ମାଗାଜିନ୍ ‘ଇଣ୍ଡିଆ ଟୁଡେ’ ପକ୍ଷରୁ ଅକ୍ଟୋବର ୨୬ ତାରିଖରେ ପ୍ରକାଶ ପାଇବାକୁ ଥିବା ପାୱାର ଲିଷ୍ଟ ଶୀର୍ଷକ ଆର୍ଟିକିଲରେ ଏହା ପ୍ରକାଶ ପାଇଛି ....
#ArgusNews #PM_MODI #Odias_In_Centre