ଜୀବନ ରକ୍ଷା ପାଇଁ ଏବେ ବ୍ୟସ୍ତ ହୋଇ ପଡ଼ିଛି ଭାରତର ଆକାଶପଥ, ସଡ଼କପଥ । ରୋଗୀଙ୍କୁ ବଂଚାଇବା ପାଇଁ ବିମାନ, ରେଳ ଏବଂ ଟ୍ୟାଙ୍କର ଯୋଗେ ପରିବହନ ହେଉଛି ଅକ୍ସିଜେନ୍ । ବିଭିନ୍ନ ଶିଳ୍ପସଂସ୍ଥା ଏବଂ ଅକ୍ସିଜେନ୍ ପ୍ଲାଂଟ୍ରୁ ତୁରନ୍ତ ପହଁଚାଯାଉଛି ଗନ୍ତବ୍ୟ ସ୍ଥଳରେ । ଏବେ ନୂଆ କୋଭିଡ୍ ଯୋଦ୍ଧା ସାଜିଛନ୍ତି ବିମାନ, ରେଳ ଏବଂ ଟ୍ରକ୍ଚାଳକ...
#ArgusNews #National #Oxygen #By_Road #By_Water