ଦେଶର କୌଣସି ରାଜ୍ୟ ପାଇଁ ଏବେ ଦୂର ନୁହେଁ ଦିଲ୍ଲୀ । ସ୍ୱାଧୀନତା ପରଠାରୁ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଦୂରତା ରଖି ଆସିଥିଲେ ପୂର୍ବ ସରକାର । ହେଲେ ବର୍ତ୍ତମାନର କେନ୍ଦ୍ର ସରକାର ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ ସଂକଳ୍ପବଦ୍ଧ । ଆସାମରେ ୩ ହଜାର ୨ ଶହ ୨୨ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଅବସରରେ ଏହି କଥା କହିଛନ୍ତି ପ୍ରଧାନମନ୍ତ୍ରୀ....
#ArgusNews #National #Assam #PM