କୋରୋନା ଯୁଦ୍ଧରେ PM କେୟାର୍ସର ବଡ ଯୋଗଦାନ
2020ରେ ଯେତେବେଳେ କୋରୋନା ମହାମାରୀ ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି କରିଥିଲା ସରକାରୀ ଡାକ୍ତରଖାନାଗୁଡ଼ିକରେ କ୍ରିଟିକାଲ ରୋଗୀଙ୍କ ଚିକିତ୍ସାରେ ବଡ଼ ବାଧକ ସାଜିଥିଲା ଭେଣ୍ଟିଲେଟର ଅଭାବ । କିନ୍ତୁ ଆଜି ସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଛି। ବର୍ଷକରୁ କମ୍ ସମୟ ଭିତରେ ଦେଶରେ 3 ଗୁଣ ବଢ଼ିଛି ଭେଣ୍ଟିଲେଟର ସଂଖ୍ୟା....
#ArgusNews #ArgusTv #National #Corona #PMCares