#ପ୍ରଚାର_ବେଳେ_ଜନତାଙ୍କ_ହୃଦୟରେ_ଛାପ_ଛାଡିଗଲେ_ଶାହ
#ବାଟଣରେ_କାକୁଡି_ଖାଇ_ପରଖିଛନ୍ତି_ଜନତାଙ୍କ_ମୁଡ୍
ପଶ୍ଚିମବଙ୍ଗ ନିର୍ବାଚନର ଫୋକସ୍ ପଏଣ୍ଟ ନନ୍ଦିଗ୍ରାମ । ଆଉ ଆଜିର ପ୍ରଚାରର ଫୋକସ୍ ଥିଲେ ଶାହ । ନନ୍ଦିଗ୍ରାମରେ ପ୍ରଚାର ବେଳେ ଜନତାଙ୍କ ହୃଦୟରେ ଛାପ ଛାଡି ଯାଇଛନ୍ତି ଶାହ । ବାଟଣରେ କାକୁଡି ଖାଇ ପରଖିଛନ୍ତି ଜନତାଙ୍କ ମୁଡ୍....
#ArgusNews #National #West_Bengal #Election Amit Shah