ଅବହେଳିତ ବୌଦ୍ଧ ଜିଲ୍ଲା । ସବୁ ଦିଗରୁ ଜିଲ୍ଲାର ଅନେକ ଅଞ୍ଚଳ ଏବେବି ପଛୁଆ । ଆଜି ବି ଜିଲ୍ଲାର ଅନେକ ଗାଁକୁ ନାହିଁ ରାସ୍ତା । ଅଣ ଓସାରିଆ ପଥୁରିଆ ରାସ୍ତାରେ ଦେଇ ଯାଆସ କରନ୍ତି ଲୋକେ । ସରକାରଙ୍କ ଅନେକ ଯୋଜନା ହେଲେ ଏଠି ରାସ୍ତା ନାହିଁ
#ArgusNews #Odisha #Boudh #Road_Problem