କରୋନା ଭ୍ୟାକସିନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତର ଜନସାଧାରଣଙ୍କୁ ଜଣାଇଲେ ଧନ୍ୟବାଦ।
ଭାରତର ଏହି ହୃଦୟବାନ କାମ ପାଇଁ ଅନ୍ତରରୁ କୃତଜ୍ଞତା ଜଣାଇଲେ। ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡର ନିର୍ଦ୍ଦେଶକ ଜିମ୍ମି ଆଡାମ୍ସ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଲେ ଧନ୍ୟବାଦ...
#ArgusNews #Odisha Narendra Modi #VivianRichards #Coronavaccine