ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିହାରରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ ଓ କଂଗ୍ରେସ ସାସଂଦ ରାହୁଲ ଗାନ୍ଧିଙ୍କ ନାଁ ନ ନେଇ କଡ଼ା ସମାଲୋଚନା କରିଛନ୍ତି । #ArgusNews #ArgusOdisha #ArgusOdia #ArgusUpdate #Byelection #Bihar