ମଣିଷ ଦେହରୁ ପୋଷାଜୀବଙ୍କୁ ମଧ୍ୟ ସଂକ୍ରମିତ ହୋଇପାରେ କୋଭିଡ୍ । ଏ ପରିସ୍ଥିତିରେ ନିଜର ପ୍ରିୟ ପୋଷାଜନ୍ତୁଙ୍କୁ କିପରି ଦେବେ ସୁରକ୍ଷା? ହସପିଟାଲରେ ଆଡ଼ମିସନ୍ ନେଲେ କିମ୍ବା ଘରେ ଏକାନ୍ତବାସରେ ରହିଲେ କୁଆଡ଼େ ଯିବେ ପୋଷାଜୀବ? ଏ ବାବଦରେ କ’ଣ କହୁଛନ୍ତି ପଶୁ ବିଶେଷଜ୍ଞ?
#ArgusNews #National #Pet_Animal #Covid19 #Care