ଏବେ ପାଖାପାଖି ଦେଢ଼ ବର୍ଷ ଧରି ସାରା ବିଶ୍ୱରେ ଆତଙ୍କ ଖେଳେଇ ଚାଲିଛି କୋଭିଡ଼୍ ମହାମାରୀ । ଏହାରି ମଧ୍ୟରେ ଆଉ ଏକ ଭୂତାଣୁଜନିତ ମାରାତ୍ମକ ସଂକ୍ରାମକ ରୋଗକୁ ନେଇ ଆସିଛି ଶୁଭ ଖବର । ଦୀର୍ଘ ବର୍ଷ ଧରି ଚାଲିଥିବା ଏଚଆଇଭି ଟିକା ଗବେଷଣା କ୍ଷେତ୍ରରେ ମିଳିଛି ପ୍ରାଥମିକ ସଫଳତା । ଆଉ କିଛି ମାସ ପରେ ମଣିଷ ହାତକୁ ଆସିପାରେ ବହୁ ପ୍ରତିକ୍ଷିତ ଏଚଆଇଭି ଟିକା....
#ArgusNews #National #HIV_Vaccine