ବର୍ଷ 2013ରେ କେଦାରନାଥରେ ତାଣ୍ଡବ ରଚିଥିଲା ପ୍ରକୃତି ।କିଛି ଦିନର ବିରତି ପରେ ପୁଣି ଡ଼ରାଉଛି ଉତ୍ତରାଖଣ୍ଡ ହିମସ୍ଖଳନ... । ଚମୋଲି ଜିଲ୍ଲାରେ ହିମସ୍ଖଳନ ପରେ ଆକସ୍ମିକ ବନ୍ୟାରେ ଏବେ ପର୍ଯ୍ୟନ୍ତି 32 ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି, ସେହିଭଳି 174 ଜଣଙ୍କ କୈାଣସି ପତ୍ତା ମିଳୁନି । ବିପର୍ଯ୍ୟୟ କେତେବେଳେ କେମିତି ଆସେ ତାର ଉତ୍ତର କାହାପାଖେ ନାହିଁ । କିନ୍ତୁ ବୈଜ୍ଞାନିକଙ୍କ ଅନୁଧ୍ୟାନ କହୁଛି ଏ ବିପର୍ଯ୍ୟୟ ପାଇଁ ମାନବ ସମାଜ ହିଁ ଦାୟୀ ...
#ArgusNews #utarakhand
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app