ଶ୍ରୀମନ୍ଦିରକୁ ନେଇ ଯେଉଁମାନେ ଭ୍ରମ ପ୍ରଚାର କରୁଛନ୍ତି ସେମାନେ ସାବଧାନ ରହିବାକୁ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା.....ଜାତୀୟ କୀର୍ତ୍ତିରାଜୀ କର୍ତ୍ତୁପକ୍ଷଙ୍କ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ସଂସ୍କୁତିମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ବିଜେପି ଟିମ୍ ଭେଟିବା ପରେ ଶାହା ଏକଥା କହିଛନ୍ତି । ସେପଟେ କେନ୍ଦ୍ର ସରକାରଙ୍କ ଏପରି କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଛି ରାଜ୍ୟ ବିଜେପି ଟିମ୍....
#ArgusNews #Odisha #Puri #Home_Minister #Union_MInister #Dharmendra_Pradhan