କରୋନା ମହାମରୀ କାରଣରୁ ଦୀର୍ଘ ୫ମାସ ପରେ ଅର୍ଥାତ 169 ଦିନ ପରେ ଆରମ୍ଭ ହୋଇଛି ନୂଆଦିଲ୍ଲୀ ରେ ମେଟ୍ରୋ ସେବା। ପୁଣିଥରେ ଟ୍ରାକ ରେ ଦେଖିବକୁ ମିଳିଛି ମେଟ୍ରୋ ଟ୍ରେନ । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଆଜି କରୋନା ପ୍ରୋଟୋକଲ ସହ ମେଟ୍ରୋ ସେବା ପୁଣିଥରେ ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଚେନ୍ନାଇ ଭଳି ସହରରେ ଆରମ୍ଭ ହୋଇଛି।
#TheArgus #ArgusNews #ArgusOdia #MetroTrainResume #DelhiMetroTrain #Delhi #NewDelhi