ସମ୍ବିଧାନରେ ପ୍ରତ୍ୟେକ ଭାରତୀୟଙ୍କୁ ଭୋଟ ଦେବାର ଅଧିକାର ରହିଛି । ହେଲେ ବେଙ୍ଗଲରେ ଦିଦି ଲୋକଙ୍କ ଭୋଟ ଦେବାର ଅଧିକାରକୁ ଛିନ୍ନ କରୁଛନ୍ତି । ମୁଁ ବେଙ୍ଗଲବାସୀଙ୍କୁ ଆଶ୍ୱସ୍ତ କରୁଛି ଯେ, ଲୋକତନ୍ତ୍ର ସହ ଦିଦିଙ୍କୁ ଆଉ ଖେଳିବାକୁ ଦିଆଯିବ ନାହିଁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
#ArgusNews #National #West_Bengal #PM