କେନ୍ଦ୍ରସରକାର ପରିଚାଳିତ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥା
ସାଧାରଣ ବର୍ଗ ଓ ଉଚ୍ଚ ଜାତି କିନ୍ତୁ ଅର୍ଥନୈତିକ ସ୍ଥରରେ ପଛୁଆ ବର୍ଗର ଲୋକଙ୍କୁ 10 % ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ଆଇନ ପାସ କରିଛନ୍ତ । ଏହି ବର୍ଗର ଶିକ୍ଷା ପ୍ରଦାନ ପାଇଁ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି ସମ୍ବିଧାନ 103ତମ ସଂଶୋଧନ ଅଧିନିୟମ ଅନୁସାରେ ଜାନୁଆରୀ 9 2019ରେ ଏହା ସଂସଦରେ ପାରିତ ହୋଇଥିଲା। ଆର୍ଟିକିଲ 15/16ରେ କୁହାଯାଇଛି ଯେ ସାଧାରଣ ବା ଉଚ୍ଚଜାତି ବା ବର୍ଗର ଲୋକ 'ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ବର୍ଗଗୁଡିକ ଯେଉଁମାନଙ୍କର ପାରିବାରିକ ଆୟ ଏବଂ ଅର୍ଥନୈତିକ ପରିସ୍ଥିତି ସ୍ବଚ୍ଛଳ ନୁହେଁ ସେମାନଙ୍କ ପାଇଁ 10 ପ୍ରତିଶତ ଆରକ୍ଷଣ କରାଯାଇଛି......
#ArgusNews #National #Education #ReservationSystem
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app