ପାହାଡି ଗୀତରେ ଝୁମିଲେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ ହିମାଚଳ ପ୍ରଦେଶରେ ତାଙ୍କ ଭାଇଙ୍କ ବାହାଘରରେ ପାହାଡି ଗୀତରେ ନୃତ୍ୟ କରୁଥିବାର ନଜରରେ ଆସିଛନ୍ତି। ଯାହାକି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି....
#ArgusNews #National #Bollywood #KangnaRanaut #dance
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app